ଅଦୋହ Adoha
- ସଂ. ବି. (ଅ+ଦୁହ ଧାତୁ+ଭାବ. ଅ) — ଯେଉଁ ସମୟରେ ଗୋରୁଠାରୁ ଦୁଧ ଦୋହିଁବା ଅସମ୍ଭବ — A time when milking is impracticable
- ସଂ. ବି. (ଅ+ଦୁହ ଧାତୁ+ଭାବ. ଅ) — ଯେଉଁ ସମୟରେ ଗୋରୁ ଦୋହିଁବା ନିଷିଦ୍ଧ— (ଯଥା—ଏକାଦଶୀ) — A time when milking is prohibited
- ସଂ. ବି. (ଅ+ଦୁହ ଧାତୁ+ଭାବ. ଅ) — (ଅ+ଦୋହ) ଦୁଧ ଦୁହାଁ ନ ହେବା — Not milking