ଅଦୈବ Ada̲i̱ba
- ସଂ. ବିଣ. (ନଞ ତତ୍; ଅ+ଦୈବ) — ଯହିଁରେ ଦେବମାନଙ୍କର ସମ୍ପର୍କ ନାହିଁ — Not connected with the gods
- ସଂ. ବିଣ. (ନଞ ତତ୍; ଅ+ଦୈବ) — ଯାହା ଦେବତା ବା ଭାଗ୍ୟଦ୍ୱାରା ପୂର୍ବରୁ ଆଦିଷ୍ଟ ବା ଲିପିବଦ୍ଧ ହୋଇ ନାହିଁ — Not predistined or preordained by the gods or fate
- ସଂ. ବିଣ. (ନଞ ତତ୍; ଅ+ଦୈବ) — ଯାହା ଐଶ୍ୱରିକ ନୁହେ — Not divine
- ସଂ. ବିଣ. (ନଞ ତତ୍; ଅ+ଦୈବ) — (ବହୁବ୍ରୀହି) ଦୁର୍ଭାଗ୍ୟ; ଅଭାଗା — Ill-fated; unfortunate