ଅଦୋଷତା Adoshatā

  • ସଂ. ବି. (ଅଦୋଷ+ତା) — ଅଦୋଷର ଭାବ — State of being free from blemish or defect
  • ସଂ. ବି. (ଅଦୋଷ+ତା) — (ଅଳଙ୍କାରଶାସ୍ତ୍ର)—ଅଳଙ୍କାରଦୃଷ୍ଟିରେ ଲକ୍ଷିତ କୌଣସି କୌଣସି ଦୋଷ ସ୍ଥଳ ବିଶେଷରେ ଦୋଷରୂପେ ଗଣ୍ୟ ନ ହୋଇ ରଚନାର ଗୁଣରୂପେ ଗଣ୍ୟ ହେବା— ଅବସ୍ଥା — 1. The state of a literary blemish or defect being considered as an excellence in some cases
  • ସଂ. ବି. (ଅଦୋଷ+ତା) — [ଦ୍ର—ଅପ୍ରତୀତତ୍ୱର ଗୁଣତ୍ୱ—ଅର୍ଥାତ୍ ଯେଉଁଠାରେ ବକ୍ତା ଓ ଶ୍ରୋତା ଉଭୟେ ଶବ୍ଦାର୍ଥବିଶାରଦ ସେଠାରେ ଅପ୍ରତୀତତାଗୁଣ ବୋଲି ବିବେଚିତ ହୁଏ; ଯଥା
  • ସଂ. ବି. (ଅଦୋଷ+ତା) — ନାମ ମାତ୍ର ପାହିବାକୁ ଅଛି ବିଭାବରୀ / ଦେଖ ଆସିଲାଣି ଏବେ ଧ୍ରୁବ ମେରୁ ବୁଲି / ମେରୁନରେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା। ରାଧାନାଥ, ମହାଯାତ୍ରା
  • ସଂ. ବି. (ଅଦୋଷ+ତା) — ଏହିପରି ଗ୍ରାମ୍ୟତା ଦୋଷ; ପୁନରୁକ୍ତି ପ୍ରଭୃତି ଦୋଷ ସ୍ଥଳବିଶେଷରେ ରଚନାର ଗୁଣ ବୋଲି ପରିଗଣିତ ହୁଏ— କୁଳମଣି—ଅଳଙ୍କାର ତରଙ୍ଗିଣୀ।]