ଅଦୁଷ୍ଟ Adushṭa
- ସଂ. ବିଣ—(ଅ+ଦୁଷ୍ଟ) — ଦୂଷଣରହିତ; ନିର୍ଦ୍ଦୋଷ — Free from blemish
- ସଂ. ବିଣ—(ଅ+ଦୁଷ୍ଟ) — ଶୁଦ୍ଧ — Pure
- ସଂ. ବିଣ—(ଅ+ଦୁଷ୍ଟ) — ଠିକ୍ — Correct
- ସଂ. ବିଣ—(ଅ+ଦୁଷ୍ଟ) — (ହିନ୍ଦି ଶବ୍ଦସାଗର)
- ସଂ. ବିଣ—(ଅ+ଦୁଷ୍ଟ) — ବାସ୍ତବିକ; ଯଥାର୍ଥ — Real; actual
- ସଂ. ବିଣ—(ଅ+ଦୁଷ୍ଟ) — (ହିନ୍ଦି ଶବ୍ଦସାଗର)।
- ସଂ. ବିଣ—(ଅ+ଦୁଷ୍ଟ) — ସଜ୍ଜନ; ଯେ ଦୁଷ୍ଟ ନୁହେ (ବ୍ୟକ୍ତି) — Good (person)
- ସଂ. ବିଣ—(ଅ+ଦୁଷ୍ଟ) — ରାଜାମାନେ ଯେ ଦୁଷ୍ଟଜନଙ୍କ ନାଶକୁ; କ୍ରୋଧ କରି ରଖନ୍ତି ଅଦୁଷ୍ଟ ଜନଙ୍କୁ। କୃଷ୍ଣସିଂହ, ମହାଭାରତ, ଆଦି।