ଅତ୍ରାହି Atrāhi
- ଗ୍ରା. ବିଣ (ସଂ. ଅ+ସଂ. ତ୍ରାହି=ରକ୍ଷା କର=ଓ. ତ୍ରାହି=ରକ୍ଷା) ଯାହାକୁ କେହି ତ୍ରାହି କରିବାକୁ ନାହିଁ) — ଅରକ୍ଷିତ; ଅଶରଣ — Patronless
- ଗ୍ରା. ବିଣ (ସଂ. ଅ+ସଂ. ତ୍ରାହି=ରକ୍ଷା କର=ଓ. ତ୍ରାହି=ରକ୍ଷା) ଯାହାକୁ କେହି ତ୍ରାହି କରିବାକୁ ନାହିଁ) — ନିଃସହାୟ — Helpless
- ଗ୍ରା. ବିଣ (ସଂ. ଅ+ସଂ. ତ୍ରାହି=ରକ୍ଷା କର=ଓ. ତ୍ରାହି=ରକ୍ଷା) ଯାହାକୁ କେହି ତ୍ରାହି କରିବାକୁ ନାହିଁ) — ଶରଣ ରକ୍ଷଣ ତୋ ବାନା, ଅତ୍ରାହିଜନ ବଜ୍ରସେହ୍ନା। ରାମଦାସ—ଦାର୍ଢ୍ୟତାଭକ୍ତି।