ଅତ୍ରିନେତ୍ରଭୂ Atrinetrabhū

  • ସଂ. ବି. ପୁଂ. (ଅତି+ନେତ୍ର+ଭୂ ଧତୁ+କର୍ତ୍ତୃ. କ୍ୱିପ) — ଚନ୍ଦ୍ର — The moon
  • ସଂ. ବି. ପୁଂ. (ଅତି+ନେତ୍ର+ଭୂ ଧତୁ+କର୍ତ୍ତୃ. କ୍ୱିପ) — ଏକ ସଂଖ୍ୟା — The number one (M.W.)