ଅତ୍ରଭବାନ୍ Atrabhabān

  • ସଂ. ବିଣ. ପୁଂ. (ଅତ୍ର+ଭବତ୍; 1 ମା. 1 ବ.) — ପୂଜ୍ୟ; ମାନନୀୟ (ପୁରୁଷ) — Respected (person)
  • ସଂ. ବି. ପୁଂ — ଏ ମହାଶୟ — This respected gentelman
  • ସଂ. ବି. ପୁଂ — ( 3 ୟ ପୁରୁଷ) ସେ; ହଜୁର — (3ୟ ପୁରୁଷ) ସେ; ହଜୁର—. His honour
  • ସଂ. ବି. ପୁଂ — (ମଧ୍ୟମ ପୁରୁଷ) ଛାମୁ — Your honour