ଅତ୍ରତ୍ୟ Atratya

  • ସଂ. ବିଣ (ଅତ୍ର+ଜାତ ଅର୍ଥରେ ତ୍ୟ) — ଏଠାରେ ଜାତ — Born here, produced here
  • ସଂ. ବିଣ (ଅତ୍ର+ଜାତ ଅର୍ଥରେ ତ୍ୟ) — ଏ ସ୍ଥାନର — Relating to this place
  • ସଂ. ବିଣ (ଅତ୍ର+ଜାତ ଅର୍ଥରେ ତ୍ୟ) — ଏ ସ୍ଥାନସମ୍ପର୍କୀୟ — Connected with this place
  • ସଂ. ବିଣ (ଅତ୍ର+ଜାତ ଅର୍ଥରେ ତ୍ୟ) — ଏ ସ୍ଥାନରେ ଥିବା — Situated at this place
  • ସଂ. ବିଣ (ଅତ୍ର+ଜାତ ଅର୍ଥରେ ତ୍ୟ) — ଏଠାରେ ମିଳୁଥିବା — Available here