ଅତ୍ରକତ୍ର Atrakatra

  • ଗ୍ରା. ଅ. (ସଂ. ପତ୍ର ଓ କୁତ୍ର) — ଯେନ କେନ ପ୍ରକାରେ; ଯେ କୌଣସି ପ୍ରକାରେ — Anyhow
  • ଗ୍ରା. ଅ. (ସଂ. ପତ୍ର ଓ କୁତ୍ର) — ଅତି କଷ୍ଟରେ — With great difficulty
  • ଗ୍ରା. ଅ. (ସଂ. ପତ୍ର ଓ କୁତ୍ର) — (ଯଥା—ମୋତେ ଜର ହୋଇଛି; ମୁଁ ଯତ୍ରକତ୍ର ଏତକ ବାଟ ଚାଲି ଅଇଲି।)