ଅତ୍ର Atra
- ସଂ. ଅ. (ଇଦମ୍+ସ୍ଥାନାଧିକରଣାର୍ଥେ. ତ୍ର) — ଏହିଠାରେ — Here
- ସଂ. ଅ. (ଇଦମ୍+ସ୍ଥାନାଧିକରଣାର୍ଥେ. ତ୍ର) — ଏଥିରେ; ଏ ବିଷୟରେ — In this respect
- ସଂ. ଅ. (ଇଦମ୍+ସ୍ଥାନାଧିକରଣାର୍ଥେ. ତ୍ର) — ଏ ପ୍ରସଙ୍ଗରେ — In this matter
- ସଂ. ଅ. (ଇଦମ୍+ସ୍ଥାନାଧିକରଣାର୍ଥେ. ତ୍ର) — ଏହି ସମୟରେ — At this time (M.W.)
- ଦେ. (କଚିରିଆ). ସର୍ବ — ଏହି — This
- ଦେ. (କଚିରିଆ). ସର୍ବ — (ଯଥା—ଅତ୍ର ମକଦମା; ଅତ୍ର ଦରଖାସ୍ତ; ଅତ୍ର ଜବାବ)