ଅତିଶେଷ Atiṡesha

  • ସଂ. ବିଣ (ଅତି+ଶିଷ ଧାତୁ+କର୍ତ୍ତୃ. ଅ) — ସ୍ୱଳ୍ପାବଶିଷ୍ଟ; ଅଳ୍ପମାତ୍ର ବାକି ରହିଯାଇଥିବା — Of which a little quantity is left; drained to the dregs
  • ସଂ. ବି — ବାକି ରହି ଯାଇଥିବା ଅଂଶ — Remnant; remainder