ଅତିସର୍ବ Atisarba

  • ସଂ. ବିଣ. (ଅତି+ସର୍ବ) — ସମସ୍ତଙ୍କ ଅପେକ୍ଷା ଉତ୍କୃଷ୍ଟ (ପାଣିନୀ ପରିଶିଷ୍ଟ) — Superior to all
  • ସଂ. ବି. — ପରମେଶ୍ୱର — The supreme Being (M.W.)