ଅତିଶୟନୀ Atiṡayani

  • ସଂ. ବି. ସ୍ତ୍ରୀ (ଅତି+ଶୀ ଧାତୁ+ଭାବ. ଅନ+ଈ) — ସଂସ୍କୃତଛନ୍ଦୋବିଶେଷ; ଏଥିରେ ଅନ୍ୟ ନାମ ଚିତ୍ରଲେଖା — Name of a Sanskrit meter of four lines (M.W.)