ଅତିସନ୍ଧାନ Atisandhāna

  • ସଂ. ବି. (ଅତି+ସମ+ଧା ଧାତୁ+ଭାବ. ଅନ) — ଧପାଇବା; ଚିତା କାଟିବା — Over reacting
  • ସଂ. ବି. (ଅତି+ସମ+ଧା ଧାତୁ+ଭାବ. ଅନ) — ପ୍ରତାରଣା; ପ୍ରବଞ୍ଚନା; ଠକାମି — Cheating
  • ସଂ. ବି. (ଅତି+ସମ+ଧା ଧାତୁ+ଭାବ. ଅନ) — ଅନିଷ୍ଟକରଣ — Injuring