ଅତିନାମା Atināmā

  • ସଂ. ବି. (ନାମ) (ଅତି+ନାମ; ଅତି ନାମନ୍; 1 ମା. 1 ବ.) ଷଷ୍ଠ ମନ୍ୱନ୍ତରର ସପ୍ତର୍ଷିଙ୍କ ମଧ୍ୟରୁ ଏକତମ — Name of one of the seven sages of the sixth Aeon