ଅତିପତନ Atipatana
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଅତିକ୍ରମ (ଦେଖ) — Atikrama (See)
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଉପର ଦେଇ ଉଡ଼ିଯିବା — Flying past
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଅପବ୍ୟୟ — Waste
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଅବ୍ୟବସ୍ଥା — Want of arrangement
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଗୋଳମାଳ — Congusion
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — କର୍ତ୍ତବ୍ୟରେ ଅବହେଳା ବା ଅନାସ୍ଥା — Neglect of duty; negligence
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — କର୍ତ୍ତବ୍ୟ ଲଘଂନ — Breach of duty
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଅକ୍ରିୟାରେ ଆସ୍ଥା — Leaning or tendency towards evil actions
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ସମୟ ଅତିକ୍ରାନ୍ତ ହେବା ଅବସ୍ଥା
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ବାଧା; ବିଘ୍ନ — Obstacle
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — କ୍ଷତି; ହାନି; ଅପଚୟ — Loss; deterioration
- ସଂ. ବି. (ଅତି+ପତ ଧାତୁ+ଭାବ. ଅନ) — ଦୁର୍ବ୍ୟବହାର — Illtreatment; perverse conduct