ଅତିଧୃତି Atidhṛuti

  • ସଂ. ବି. (ଅତି+ଧୃତି) — ଅତିଚ୍ଛନ୍ଦପରି ସଂସ୍କୃତ ଛନ୍ଦୋ— ବିଶେଷ (ଏଥିର ପ୍ରତ୍ୟେକ ପାଦରେ 19 ଅକ୍ଷର; ଯଥା ଶାର୍ଦ୍ଦୂଳ ବିକ୍ରୀଡ଼ିତ) — ଅତିଚ୍ଛନ୍ଦପରି ସଂସ୍କୃତ ଛନ୍ଦୋ— ବିଶେଷ (ଏଥିର ପ୍ରତ୍ୟେକ ପାଦରେ19ଅକ୍ଷର; ଯଥା ଶାର୍ଦ୍ଦୂଳ ବିକ୍ରୀଡ଼ିତ)—Name of a Sanskrit metre having 19 syllables in every foot