ଅତିପତ୍ର Atipatra

  • ସଂ. ବି. (ବହୁବ୍ରୀହି; ଅତି=ବୃହତ୍+ପତ୍ର) — ଶାଗୁଆନ ଗଛ — Teak (tree)
  • ସଂ. ବି. (ବହୁବ୍ରୀହି; ଅତି=ବୃହତ୍+ପତ୍ର) — ହସ୍ତିକନ୍ଦ ବୃକ୍ଷ (ଦେଖ)