ଅଣବାହୁଡ଼ Aṇabāhuṟḍ̠a

  • ଗ୍ରା. ବିଣ. (ସଂ. ଅ+ବ୍ୟାବୃତ୍ତ) — ଅପ୍ରତ୍ୟାବର୍ତ୍ତିତ; ଯାହା ଫେରି ଆସେନାହିଁ; ଯାହା ଲେଉଟି ଆସେ ନାହିଁ — That which does not come back or return
  • ଗ୍ରା. ବିଣ. (ସଂ. ଅ+ବ୍ୟାବୃତ୍ତ) — ହାତରୁ ଖସିଲେ ଅଣ ବାହୁଡ଼। ଢଗ।
  • ଗ୍ରା. ବିଣ. (ସଂ. ଅ+ବ୍ୟାବୃତ୍ତ) — ଯାହା ଥରେ ବିଗିଡ଼ି ଗଲେ ପୁଣି ସୁଧାରି ହୁଏ ନାହିଁ — That which can not be undone
  • ଗ୍ରା. ବିଣ. (ସଂ. ଅ+ବ୍ୟାବୃତ୍ତ) — ଅବ୍ୟର୍ଥ — Unfailing; never failing
  • ଗ୍ରା. ବିଣ. (ସଂ. ଅ+ବ୍ୟାବୃତ୍ତ) — (ଯଥା—ଶର)