ଅଣବେଢ଼ା Aṇaberdhā

  • ଗ୍ରା. ବିଣ — ଯାହା ଚାରିଆଡ଼େ ବାଡ଼ ବା କାନ୍ଥଦ୍ୱାରା ଆବୃତ ନୁହେଁ — Not surrounded by a fence or a wall
  • ଗ୍ରା. ବିଣ — ଅଣମେଡ଼ା ଅଣବେଢ଼ା ଚଉଭୋମି ଘର। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।