ଅଣବ୍ୟ Aṇabya

  • ସଂ. ବି. (ଅଣ=ସୂକ୍ଷ୍ମଧାନ୍ୟ; ଚିନା+ଅଧିକରଣେ ଯ) — ଯେଉଁ କ୍ଷେତରେ ଚିନାନାମକ ଶସ୍ୟ ଉପୁଜେ — A field growing the small grain Panicum miliaceum