ଅଣବସନ୍ତିଆ Aṇabasantiā

  • ଗ୍ରା. ବିଣ. ପୁଂ. (ସଂ. ଅ+ବସନ୍ତ) — ଯେଉଁ ବ୍ୟକ୍ତି ଜୀବନରେ ଆଜିପର୍ଯ୍ୟନ୍ତ ବସନ୍ତ ରୋଗାକ୍ରାନ୍ତ ହୋଇନାହିଁ — (a person) Not yet attacked with small pox
  • ଗ୍ରା. ବିଣ. ପୁଂ. (ସଂ. ଅ+ବସନ୍ତ) — [ଦ୍ର—ଲୋକେ ବିଶ୍ୱାସ କରନ୍ତି ଯେ ଯେଉଁ ବ୍ୟକ୍ତିକୁ ଥରେ ବସନ୍ତ ହୋଇଥାଏ, ତାକୁ ଜୀବନରେ ଦ୍ୱିତୀୟ ଥର ବସନ୍ତ ହୁଏ ନାହିଁ।]