ଅଙ୍ଗେଇତ Aṅgeita

  • ପ୍ରାଦେ. (ଗଞ୍ଜାମ) ବି — ଇସ୍ପାତ — Steel
  • ପ୍ରାଦେ. (ଗଞ୍ଜାମ) ବି — (ଯଥା—ଅଙ୍ଗେଇତଅର)
  • ପ୍ରାଦେ. (ଗଞ୍ଜାମ) ବି — କାନ୍ତଲୌହ; ଢଳା ଲୁହା — Cast iron; cast steel