ଅଙ୍ଗୋଞ୍ଛ Aṅgon̄chha

  • ସଂ. ବି. (ଅଙ୍ଗ+ଉଞ୍ଛ ଧାତୁ+କରଣେ ଅ; ଯାହା ଦ୍ୱାରା ଦେହ ପୋଛାଯାଏ) — ଗାମୁଛା — A towel (M.W.)