ଅଙ୍ଗୁସ୍ତନା Aṅgustanā

  • ଦେ. ବି. (ସଂ. ଅଙ୍ଗୁଳିତ୍ରାଣ) — ସିଲେଇ କଲାବେଳେ ଛୁଞ୍ଚିର ମୂଳ ପାଖକୁ ଲୁଗା ମଧ୍ୟକୁ ଠେଲିବା ପାଇଁ ଦରଜି— ମାନେ ମଝି ଆଙ୍ଗୁଠି ଆଗରେ ଯେଉଁ ଧାତୁମୟ ଟୋପି ପିନ୍ଧନ୍ତି — A thimble