ଅଙ୍ଗେ ନିଭେଇବା Aṅge nibheibā
- ଦେ. କ୍ରି. (ସଂ. ଅଙ୍ଗ+ନିବାହ) — ନିଜେ ଅନୁଭବ କରିବା — To experience; to undergo
- ଦେ. କ୍ରି. (ସଂ. ଅଙ୍ଗ+ନିବାହ) — ଦୁଃଖ କହିବି କି ସୁଖ କହିବି? ଯାହା ଅଙ୍ଗେ ନିଭେଇଛି ତାହା କହିବି। ଢଗ।
- ଦେ. ବି — ନିଜର ଅନୁଭବ — One's own experience
- ଦେ. ବିଣ — ନିଜେ ଅନୁଭବ କରିଥିବା — That which one has himself experienced
- ଦେ. ବିଣ — (ଯଥା—ଏହା ମୋର ଅଙ୍ଗେ ନିଭେଇବା ଘଟନା।)