ଅଗ୍ନିଦ Agnida
- ସଂ. ବିଣ. ପୁଂ. (ଅଗ୍ନି+ଦା ଧାତୁ+କର୍ତ୍ତୃ. ଅ) — ଅଗ୍ନିଦାତା; ଯେ ମୃତବ୍ୟକ୍ତିର ଶବଦାହ ସମୟରେ ଶବ ଦେହରେ ମୁଖାଗ୍ନି ସଂଯୋଗ କରେ — (a person) Igniting the fire at the cremation of a deceased
- ସଂ. ବିଣ. ପୁଂ. (ଅଗ୍ନି+ଦା ଧାତୁ+କର୍ତ୍ତୃ. ଅ) — ଘରପୋଡ଼ିଆ; ଯେ ଘରେ ନିଆଁ ଲଗାଏ — Incendiary; setting fire to houses
- ସଂ. ବିଣ. ପୁଂ. (ଅଗ୍ନି+ଦା ଧାତୁ+କର୍ତ୍ତୃ. ଅ) — [ଦ୍ର—ଶାସ୍ତ୍ର ଅନୁସାରେ 6 ଜଣ ଆତତାୟୀ ମଧ୍ୟରୁ ଅଗ୍ନିଦ ଏକତମ। ଆତତାୟୀକୁ ଦେଖିଲା ମାତ୍ରକେ ବିନା ବିଚାରରେ ବଧ କରିବା ଶାସ୍ତ୍ରାନୁମୋଦିତ।] — [ଦ୍ର—ଶାସ୍ତ୍ର ଅନୁସାରେ6ଜଣ ଆତତାୟୀ ମଧ୍ୟରୁ ଅଗ୍ନିଦ ଏକତମ ଆତତାୟୀକୁ ଦେଖିଲା ମାତ୍ରକେ ବିନା ବିଚାରରେ ବଧ କରିବା ଶାସ୍ତ୍ରାନୁମୋଦିତ]