ଅଗ୍ନିଦାହ Agnidāha

  • ସଂ. ବି. ( 3 ୟା ତତ୍) — ନିଆଁଦ୍ୱାରା କୌଣସି ପଦାର୍ଥ ପୋଡ଼ିଯିବା — Burning
  • ସଂ. ବି. ( 3 ୟା ତତ୍) — ଦାହରୋଗବିଶେଷ — A disease consisting of a burning sensation in the limbs (M.W.)