ଅଗ୍ନିଜିହ୍ୱା Agnijihwā
- ସଂ. ବି. ( 6 ଷ୍ଠୀ ତତ୍) — ଅଗ୍ନିଶିଖା — Tongues of fire; flame
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଅଗ୍ନିଦେବଙ୍କର ସାତଗୋଟି ଜିହ୍ୱା ଥିବାର ପୁରାଣରେ ଉଲ୍ଲେଖ ଅଛି। ଯଥା— 1 କରାଳୀ, 2 ଧୂମିନୀ, 3 ଶ୍ୱେତା, 4 ଲୋହିତା, 5 ନୀଳଲୋହିତା, 6 ପଦ୍ମରାଗା ଓ 7 ସୁବର୍ଣ୍ଣା] — [ଦ୍ର—ଅଗ୍ନିଦେବଙ୍କର ସାତଗୋଟି ଜିହ୍ୱା ଥିବାର ପୁରାଣରେ ଉଲ୍ଲେଖ ଅଛି ଯଥା—1କରାଳୀ,2ଧୂମିନୀ,3ଶ୍ୱେତା,4ଲୋହିତା,5ନୀଳଲୋହିତା,6ପଦ୍ମରାଗା ଓ7ସୁବର୍ଣ୍ଣା]
- ସଂ. ବି. ( 6 ଷ୍ଠୀ ତତ୍) — (ବହୁବ୍ରୀହି; ଅଗ୍ନିଜିହ୍ୱ+ସ୍ତ୍ରୀ. ଆ; ଅଗ୍ନିପରି ନାଲି ଜିହ୍ୱା ଯାହାର)—ଧାଇଫୁଲ; ଧାତକୀ (ଦେଖ) — Dhātakī (See); (grislea tomentosa)
- ସଂ. ବି. ( 6 ଷ୍ଠୀ ତତ୍) — ଲାଙ୍ଗଳୀଲତା (ଦେଖ) — Langaḻīlatā (See); (Methonica superba)