ଅଗ୍ନିଦଗ୍ଧ Agnidagdha
- ସଂ. ବିଣ. ( 3 ୟା ତତ୍; ଅଗ୍ନି+ଦଗ୍ଧ) — ନିଆଁରେ ପୋଡ଼ା ଯାଇଥିବା — Burnt by fire; fireburnt
- ସଂ. ବିଣ. ( 3 ୟା ତତ୍; ଅଗ୍ନି+ଦଗ୍ଧ) — ଶାସ୍ତ୍ରବିଧି ଅନୁସାରେ ଚିତାଗ୍ନିଦ୍ୱାରା ଯାହାର ଶବ ଦଗ୍ଧ କରା ଯାଇଅଛି — Cremated according to due rites
- ସଂ. ବି — ପିତୃଲୋକେ; ମୃତ ପୂର୍ବପୁରୁଷଗଣ (ଏମାନଙ୍କ ଶବ ଅଗ୍ନିଦ୍ୱାରା ଦଗ୍ଧ ହୋଇ ଥିବାରୁ) — One's deceased ancestors
- ସଂ. ବି — ପୋଡ଼ା ଘା; ଅଗ୍ନି ଦ୍ୱାରା ଦଗ୍ଧ ବ୍ୟକ୍ତିର ଦେହରେ ହୋଇ ଥିବା କ୍ଷତ — 1. A burn; sore caused by burning