ଅଗୂଢ଼ଭାବ Agūṟḍ̠habhāba

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଗୂଢ଼+ଭାବ) — ସରଳ ହୃଦୟ — Frank
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଗୂଢ଼+ଭାବ) — ବୁଝିବାକୁ ସହଜ — Easy to understand