ଅଗୂଢ଼ Agūṟḍ̠ha

  • ସଂ. ବିଣ. (ଅ+ଗୂଢ଼) — ଅଗୁପ୍ତ; ଅଲୁକ୍କାୟିତ — Not hidden
  • ସଂ. ବିଣ. (ଅ+ଗୂଢ଼) — ସ୍ପଷ୍ଟରୂପେ ପ୍ରକାଶିତ — Patent