ଅଗୋଚର ମୁଦ୍ରା Agochara mudrā

  • ଦେ. ବି — ଯୋଗସାଧନ ସମ୍ବନ୍ଧୀୟ ମୁଦ୍ରାବିଶେଷ (ମୁଦ୍ରା ତଳେ ନୋଟ ଦେଖ) ଯେଉଁ ମୁଦ୍ରାସାଧନକାରୀ ବ୍ୟକ୍ତି ଅନ୍ୟ ଲୋକଙ୍କ ଚକ୍ଷୁକୁ ଅଦୃଶ୍ୟ ହୁଏ — A kind of Joga exercise by which a person becomes invisible
  • ଦେ. ବି — ଜାଣି ନ ପାରଇ ଅଦୃଶ୍ୟ କାୟା / ଅଗୋଚର ମୁଦ୍ରା ବୋଲଟି ତାହା। ପ୍ରାଚୀ—ପରଚେଗୀତା।