ଅଗୋଚର Agochara

  • ସଂ. ବିଣ. (ଅ+ଗୋଚର) — ପରୋକ୍ଷ — Not under one's eyes
  • ସଂ. ବିଣ. (ଅ+ଗୋଚର) — ଅପ୍ରତ୍ୟକ୍ଷ — Unperceived
  • ସଂ. ବିଣ. (ଅ+ଗୋଚର) — ଇନ୍ଦ୍ରିୟଦ୍ୱାରା ଯାହା ଅନୁଭୂତ ହୋଇ ନପାରେ — Imperceptible
  • ସଂ. ବିଣ. (ଅ+ଗୋଚର) — ଅଜ୍ଞେୟ — Unknowable
  • ସଂ. ବିଣ. (ଅ+ଗୋଚର) — ଅଜଣା; ଅଜ୍ଞାତ — Unknown
  • ସଂ. ବିଣ. (ଅ+ଗୋଚର) — ଅଦୃଷ୍ଟପୂର୍ବ — Never seen before
  • ସଂ. ବିଣ. (ଅ+ଗୋଚର) — ଅସାଧାରଣ — Extraordinary; uncommon; rare
  • ସଂ. ବିଣ. (ଅ+ଗୋଚର) — ବନ୍ଦାପନାବିଧି ଶେଷ ଅଗୋଚର ଦ୍ରବ୍ୟେ। ଭଞ୍ଜ, ବୈଦେହୀଶବିଳାସ 52 । — ବନ୍ଦାପନାବିଧି ଶେଷ ଅଗୋଚର ଦ୍ରବ୍ୟେ ଭଞ୍ଜ, ବୈଦେହୀଶବିଳାସ52