ଅଗିଜଳା Agijaḻā

  • ଦେ. ବି. (ସଂ. ଅଗ୍ନି+ଜ୍ୱଳନ) — ମାଘ ପୂର୍ଣ୍ଣିମା ରାତିରେ ଗ୍ରାମ ପ୍ରାନ୍ତରେ ଅନୁଷ୍ଠିତ ଅଗ୍ନ୍ୟୁତ୍ସବ — The ceremony of lighting bonfire on the night of the fullmoon of the month of Māgha