ଅଗିର Agira

  • ସଂ. ବି. (ଅଗ ଧାତୁ=ବକ୍ର ଗତି କରିବା+କର୍ତ୍ତୃ. ଇର) — ସୂର୍ଯ୍ୟ — The sun
  • ସଂ. ବି. (ଅଗ ଧାତୁ=ବକ୍ର ଗତି କରିବା+କର୍ତ୍ତୃ. ଇର) — ସ୍ୱର୍ଗ — Heaven
  • ସଂ. ବି. (ଅଗ ଧାତୁ=ବକ୍ର ଗତି କରିବା+କର୍ତ୍ତୃ. ଇର) — ଅଗ୍ନି — Fire
  • ସଂ. ବି. (ଅଗ ଧାତୁ=ବକ୍ର ଗତି କରିବା+କର୍ତ୍ତୃ. ଇର) — ରାକ୍ଷସ — Demon