ଅଗିରା Agirā

  • ଦେ. ବି. (ସଂ. ଅଗ୍ର) — ବାଉଁଶର ଶାଖାଯୁକ୍ତ ଅଗ୍ରଭାଗ; ଅଗରା — The top of a bamboo with its branches
  • ଦେ. ବି. (ସଂ. ଅଗ୍ର) — ବୃକ୍ଷଶାଖାର ଅଗ୍ରଭାଗ — The top of a branch
  • ଦେ. ବି. (ସଂ. ଅଗ୍ର) — (ସଂ. ଅଗ୍ନି)—ଅଇଘରା (ଦେଖ) — Aigharā (See)