ଅଗିଆବାତ Agiābāta
- ଦେ. ବି. (ସଂ. ଅଗ୍ନି +ବାତ; ତୁଳ. ହି. ଅଗିୟା=ଅଗ୍ନି ସମ୍ବନ୍ଧୀୟ) — ଦେହଯାକ କୁଣ୍ଡାଇ ହୋଇ ମନ୍ଦା ମନ୍ଦା ହୋଇ ଫୁଲିଯିବା ରୋଗବିଶେଷ — Urticaria; Nettle-rash; a disease in which the whole body itches and swells into patches; Hives; Cnidosis
- ଦେ. ବି. (ସଂ. ଅଗ୍ନି +ବାତ; ତୁଳ. ହି. ଅଗିୟା=ଅଗ୍ନି ସମ୍ବନ୍ଧୀୟ) — [ଦ୍ର—ଦେହରେ ହଳଦୀ ଲଗାଇଲେ କିମ୍ବା ଅଗବଥୁ ଗଛ ସଙ୍ଗେ ସଙ୍ଗାତ ବସିଲେ ବା ଅଗବଥୁ ଡାଳ ଦେହରେ ଆଘାତ କଲେ ଏ ଗଲୁ ଓ ଫୁଲା କମିଯାଏ।]