ଅଗଦଂକାର Agadaṁkāra

  • ସଂ. ବି. ପୁଂ—(ଉପପଦ ସମାସ; ଅଗଦଂ=ଅଗଦକୁ+ କୃ ଧାତୁ+କର୍ତ୍ତୃ. ଅ; ଯେ ମନୁଷ୍ୟକୁ ନୀରୋଗ କରନ୍ତି) — ଚିକିତ୍ସକ, ବୈଦ୍ୟ — Physician; doctor