ଅଗତ୍ Agat

  • ଦେ. ଅ. (ସଂ. ଅଗ୍ର) — ହାତୀକୁ ଆଗକୁ ଚଳାଇବା ପାଇଁ ମାହୁନ୍ତର ଡାକ;—ଆଗକୁ ଚାଲ୍ — Interjection used by elephant-drivers directing the elephant to advance