ଅଗନା ଅଗନି Aganā agani

  • ଗ୍ରା. ବିଣ—(ସଂ. ଅଗମ୍ୟ) — ଅତି ଅଗମ୍ୟ; ନିବିଡ଼; ଦୁର୍ଭେଦ୍ୟ (ବନ) — Impenetrable; very dense (forest)
  • ଗ୍ରା. ବିଣ—(ସଂ. ଅଗମ୍ୟ) — [ଦ୍ର—ଏହି ଶବ୍ଦ କେବଳ 'ବନସ୍ତ' ଶବ୍ଦ ପୂର୍ବରେ ଲାଗେ।]