ଅଗତ୍ୟା Agatyā
- ସଂ. କ୍ରି. ବିଣ—(ସଂ. ଅ=ବିହିନ, ରହିତ+ଗତ୍ୟା=ଗତିଦ୍ୱାରା) — ନିରୁପାୟ ହୋଇ — In a helpless condition
- ସଂ. କ୍ରି. ବିଣ—(ସଂ. ଅ=ବିହିନ, ରହିତ+ଗତ୍ୟା=ଗତିଦ୍ୱାରା) — ଅନନ୍ୟଗତିକ ହୋଇ; ଉପାୟାନ୍ତର ବିହିନ ଅବସ୍ଥାରେ — Having no other resource or alternative
- ସଂ. କ୍ରି. ବିଣ—(ସଂ. ଅ=ବିହିନ, ରହିତ+ଗତ୍ୟା=ଗତିଦ୍ୱାରା) — ବାଧ୍ୟ ହୋଇ — Perforce; inevitable
- ସଂ. ଅ — ସୁତରାଂ; ଫଳତଃ — Veritably; as a matter of fact