ଅକ୍ଷିବ Akshiba

  • ସଂ. ବି—(ଅ+କ୍ଷିବ୍ ଧାତୁ+କରଣ. ଅ; ଯାହା ଖାଇବାଦ୍ୱାରା ଖଙ୍କାର ବା କଫ ପଡ଼ିବା ବନ୍ଦ ହୁଏ) — ସମୁଦ୍ରଲବଣ — Seasalt
  • ସଂ. ବି—(ଅ+କ୍ଷିବ୍ ଧାତୁ+କରଣ. ଅ; ଯାହା ଖାଇବାଦ୍ୱାରା ଖଙ୍କାର ବା କଫ ପଡ଼ିବା ବନ୍ଦ ହୁଏ) — ଶଜନା (ଗଛ) (ଦେଖ) — Ṡajanā (tree) (See)