ଅକ୍ଷିଗତ Akshigata

  • ସଂ. ବିଣ. ( 2 ୟା ତତ୍; ଅକ୍ଷି+ଗତ) — ନୟନଗୋଚର — Visible
  • ସଂ. ବିଣ. ( 2 ୟା ତତ୍; ଅକ୍ଷି+ଗତ) — (ଯାହା—ଆଖି ଭିତରକୁ ପଶିଗଲା ପରି ବ୍ଯଥା ଦିଏ; ଅର୍ଥାତ୍ ଯାହାକୁ ଦେଖିଲେ ଭାରି କଷ୍ଟ ହୁଏ।)
  • ସଂ. ବିଣ. ( 2 ୟା ତତ୍; ଅକ୍ଷି+ଗତ) — ବୈରାସ୍ପଦ; ଘୃଣ୍ୟ — 2. Much disliked; eyesore; hateful
  • ସଂ. ବିଣ. ( 2 ୟା ତତ୍; ଅକ୍ଷି+ଗତ) — ନୟନର ଅପ୍ରୀତିକର — Unpleasant to the eye