ଅକ୍ଷିପଟ Akshipaṭa

  • ସଂ. ବି. (ଆଧୁନିକ ବିଜ୍ଞାନପରିଭାଷା) — ଆଖିର ପୁଅ; କଳା ଡୋଳାର ପଛରେ ଥିବା ଅତି ସୂକ୍ଷ୍ମ ଝିଲ୍ଲୀ ବା ପରଦା। (ଏଥିରେ ସମ୍ମୁଖୀନ ବସ୍ତୁର ପ୍ରତିବିମ୍ବ ପଡ଼ିବାରୁ ଉକ୍ତ ବସ୍ତୁ ଦେଖାପଡ଼େ।) — Retina