ଅକ୍ଳୀବ Akḻība

  • ସଂ. ବିଣ. ପୁଂ. (ନଞ ତତ୍; ଅ + କ୍ଳୀବ) — ଅବନ୍ଧ୍ୟ; ଜନନଶକ୍ତିଶାଳୀ; ଯାହାର ସନ୍ତାନୋଦ୍ପାଦିକା ଶକ୍ତି ଅଛି — Having productive power
  • ସଂ. ବିଣ. ପୁଂ. (ନଞ ତତ୍; ଅ + କ୍ଳୀବ) — ବୀର; ସାହସିକ — Manly; brave
  • ସଂ. ବିଣ. ପୁଂ. (ନଞ ତତ୍; ଅ + କ୍ଳୀବ) — ଧୈର୍ଯ୍ୟଶୀଳ — Patient