ଅକ୍ଳିଷ୍ଟକର୍ମା Akḻishṭakarmā

  • ସଂ. ବିଣ. ପୁ. ଓ ସ୍ତ୍ରୀ. (ଅ+କ୍ଳିଷ୍ଟକର୍ମନ୍. 1 ମା. 1 ବ.) — ଅକ୍ଳାନ୍ତ ପରିଶ୍ରମୀ — Indefatigable; of untiring labour
  • ସଂ. ବିଣ. ପୁ. ଓ ସ୍ତ୍ରୀ. (ଅ+କ୍ଳିଷ୍ଟକର୍ମନ୍. 1 ମା. 1 ବ.) — ଯେ ଅକ୍ଳେଶରେ କାର୍ଯ୍ୟ ସମାଧା କରି ପାରେ। — Able to perform an act easily
  • ସଂ. ବିଣ. ପୁ. ଓ ସ୍ତ୍ରୀ. (ଅ+କ୍ଳିଷ୍ଟକର୍ମନ୍. 1 ମା. 1 ବ.) — କୌଶଳୀ — Tactful