ଅକ୍ଳାନ୍ତ Akḻānta
- ସଂ. ବିଣ. (ନଞ ତତ୍; ଅ+କ୍ଳାନ୍ତ) — କ୍ଳାନ୍ତିରହିତ; ଯାହାକୁ ବାଧି ନାହିଁ (ବ୍ୟକ୍ତି)। — Unfatigued
- ସଂ. ବିଣ. (ନଞ ତତ୍; ଅ+କ୍ଳାନ୍ତ) — ଯାହାକୁ ପରିଶ୍ରମ ବାଧେ ନାହିଁ (ବ୍ୟକ୍ତି)। — Tireless
- ସଂ. ବିଣ. (ନଞ ତତ୍; ଅ+କ୍ଳାନ୍ତ) — ଯେଉଁ ପରିଶ୍ରମ କରିବା ବ୍ୟକ୍ତି କ୍ଳାନ୍ତିନିବାରଣ ପାଇଁ ବିଶ୍ରାମ ନିଏ ନାହିଁ; ଅବିଶ୍ରାମ (ଯଥା—ଅକ୍ଳାନ୍ତ ପରିଶ୍ରମ।) — (labour) In which a person does not take rest; unwearied