ଅକ୍ଳିଷ୍ଟ Akḻishṭa

  • ସଂ. ବିଣ. (ନଞ ତତ୍; ଅ+କ୍ଳିଷ୍ଟ) — ଯାହା କ୍ଳେଶଯୁକ୍ତ ନୁହେଁ; ଅକ୍ଳେଶକର (କର୍ମ)। — Not painful
  • ସଂ. ବିଣ. (ନଞ ତତ୍; ଅ+କ୍ଳିଷ୍ଟ) — ଯାହା ବୁଝିବାକୁ କଷ୍ଟ ହୁଏନାହିଁ; ସହଜବୋଧ୍ୟ (ବିଷୟ)। — Legible; easy to understand
  • ସଂ. ବିଣ. (ନଞ ତତ୍; ଅ+କ୍ଳିଷ୍ଟ) — ଯାହା ମଉଳେ ନାହିଁ — Unfading
  • ସଂ. ବିଣ. (ନଞ ତତ୍; ଅ+କ୍ଳିଷ୍ଟ) — (ଯଥା—ଅକ୍ଳିଷ୍ଟ କାନ୍ତି)
  • ସଂ. ବିଣ. ପୁଂ — ଯେ ପରିଶ୍ରମ କରି କ୍ଳେଶବୋଧ କରେ ନାହିଁ (ବ୍ୟକ୍ତି) — Untired (person)