ଅଧ୍ୟୟନ › Class 9 · ଜୀବ ବିଜ୍ଞାନ · ଅଧ୍ୟାୟ 2
କୋଷକୁ ଜୀବନର ମୌଳିକ ଏକକ କାହିଁକି କୁହାଯାଏ?
କୋଷ ହେଉଛି ସମସ୍ତ ଅଙ୍ଗଗୁଡ଼ିକର ସମାହାରରେ ଗଠିତ ମୌଳିକ ଏକକ । ଏଣୁ ଏହା ଜୀବନର ମୂଳ ଆଧାର ଓ ଜୀବର ସମସ୍ତ କ୍ରିୟା-ପ୍ରକ୍ରିୟାର ମୌଳିକ ଏକକ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଏକକୋଷୀ ଜୀବ ଓ ବହୁକୋଷୀ ଜୀବଙ୍କ ମଧ୍ୟରେ ଜୀବନ ପ୍ରକ୍ରିୟା (Life Processes) କ୍ଷେତ୍ରରେ କି ପ୍ରକାର ପାର୍ଥକ୍ୟ ରହିଛି ବର୍ଣ୍ଣନା କର।
- ରବଟ ହୁକ୍ (Robert Hooke) କିପରି ଏବଂ କେଉଁ ଜିନିଷରୁ ପ୍ରଥମେ କୋଷର ଆବିଷ୍କାର କରିଥିଲେ?
- ଜୀବକୋଷର ଗଠନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କର ଏବଂ ଏକ ସୁନ୍ୟଷ୍ଟିୟ କୋଷର ମୁଖ୍ୟ ଅଂଶଗୁଡ଼ିକ ବିଷୟରେ ବର୍ଣ୍ଣନା କର।
- ପ୍ରାକ୍ନ୍ୟଷ୍ଟିୟ କୋଷ ଏବଂ ସୁନ୍ୟଷ୍ଟିୟ କୋଷ ମଧ୍ୟରେ କେଉଁ ପାର୍ଥିକ୍ୟ ରହିଥାଏ?
- ଏକ ସୁନ୍ୟଷ୍ଟିୟ କୋଷରେ ମୁଖ୍ୟତଃ କେଉଁ ତିନୋଟି ଅଂଶ ଦେଖାଯାଏ?